-+91-9937148622 |

prerana_bgr@rediffmail.com |

  Friday 20th May 2022 |

| | | |

R.N.I. Regd No. ODIODI/2010/46693

Breaking News

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଶେଷରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହେଲେ ପୀଡିତା    (19-May-2022)       ||      ଠିକାଦାର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ ଅନୁଷ୍ଠିତ    (19-May-2022)       ||      ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକଶଙ୍ଖ ତଳୁ ଠାବ    (19-May-2022)       ||      ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?    (19-May-2022)       ||      ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌   (19-May-2022)       ||      ଶିକ୍ଷକ କ୍ଷୀର ସାଗର ଙ୍କ ହୃଦଘାତରେ ମୃତ୍ୟୁ   (19-May-2022)       ||      ମାଟିଆଭଟା ଗାଁର ପୋଖରୀ ଅଳିଆ ଆବର୍ଜ୍ଜନା ଓ ପଦ୍ମଫୁଲ ସଫା କଲେ ମନରେଗା ଶ୍ରମିକ ଗୋଷ୍ଠୀ   (19-May-2022)       ||      ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ    (19-May-2022)       ||      ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ   (19-May-2022)       ||      ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କଲେଜ ସ୍ଥାୟୀ ପଟ୍ଟା ବଣ୍ଟନ   (19-May-2022)       ||      ଅଧାପନ୍ତରିଆ ଅବସ୍ଥାରେ ମହୁରୁଣ୍ଡି ଗାଁର ବିଦ୍ୟାଳୟ    (19-May-2022)       ||      କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ "ସୁପାରୀ"   (19-May-2022)       ||      ରେଢ଼ାଖୋଲ ଜଂଗଲରୁ ରଥ ନିର୍ମାଣ ପାଇଁ ପୁରୀ ଗଲା କାଠ   (18-May-2022)       ||      ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ    (18-May-2022)       ||      ଷୋହଳ ପ୍ରହରୀ ନାମ ସଂକୀର୍ତ୍ତନ୍ୟ ଅନୁଷ୍ଠିତ   (18-May-2022)       ||      ଭାରତୀୟ ପ୍ରବାସୀ ପରିଷଦ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (18-May-2022)       ||      ଲୋଇସିଂହାରେ ଅର୍ଗସ ନ୍ୟୁଜ ର ନୂତନ କାର୍ଯ୍ୟାଳୟ ଉଦଘାଟିତ    (18-May-2022)       ||      ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଗୋଆ ଗସ୍ତ   (18-May-2022)       ||      ରାମକୃଷ୍ଣ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ   (18-May-2022)       ||      କୃଷକନେତା ଡ.ସୁଧିର ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ସ୍ୱର୍ଗତ ପରିଚ୍ଛା ଜଣେ ସାହସୀ ଚାଷୀ ନେତା ଥିଲେ-ନରସିଂହ   (18-May-2022)       ||     

HOME   ଜିଲ୍ଲା

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨ ଅନୁଷ୍ଠିତ

14-May-2022



ବରଗଡ଼: ତାରିଖ ରେ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ବରଗଡ ଜିଲ୍ଲା ସ୍ଥିତ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀମାନ ଅରବିନ୍ଦ ରଥ ଏହାକୁ ଉଦଘାଟନ କରିଥିଲେ ।ଏ ପରିପ୍ରେକ୍ଷୀରେ ୯୯ ଟି ବିଚାରାଧୀନ ମାମଲା ମଧ୍ୟରୁ ୭୦ ଟିର ଚୁଡାନ୍ତ ବିଚାର କରାଯାଇଥିଲା । ପ୍ରାଧିକରଣ ର ଅଧ୍ୟକ୍ଷ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ କୋର୍ଟ ର ବରିଷ୍ଠ ଦେୱାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ଓ ଉପଖଣ୍ଡିୟ ଦଣ୍ଡାଧିକାରୀ ତଥା ଦେୱାନୀ ବିଚାରପତି ପ୍ରଜ୍ଞା ଲଲିତ ମିଶ୍ରା ବିଭିନ୍ନ ମାମଲା ଗୁଡ଼ିକର ଆପୋଷ ସମାଧାନ ରେ ସହଯୋଗ କରିଥିଲେ । ଓକିଲ ସଂଘ ର ସଭାପତି ଶ୍ରୀମାନ ଉମେଶ ସାହୁ, ଶ୍ରୀମାନ ଗୈାତିଆ ସାହୁ, ଶ୍ରୀମାନ ଅଜିତ କୁମାର ଶତପଥୀ, ଶ୍ରୀମାନ ସୁନିଲ ପାଣିଗ୍ରାହୀ ଏବଂ ଚିନ୍ମୟ ପଣ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ଆଇନଜୀବୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଶେଷରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହେଲେ ପୀଡିତା   19-May-2022
  ଜିଲ୍ଲା  
ଠିକାଦାର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ ଅନୁଷ୍ଠିତ   19-May-2022
  ଜିଲ୍ଲା  
ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକଶଙ୍ଖ ତଳୁ ଠାବ   19-May-2022
  ଜିଲ୍ଲା  
ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?   19-May-2022
  ଜିଲ୍ଲା  
ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌   19-May-2022
  ଜିଲ୍ଲା  
ଶିକ୍ଷକ କ୍ଷୀର ସାଗର ଙ୍କ ହୃଦଘାତରେ ମୃତ୍ୟୁ   19-May-2022
  ଜିଲ୍ଲା  
ମାଟିଆଭଟା ଗାଁର ପୋଖରୀ ଅଳିଆ ଆବର୍ଜ୍ଜନା ଓ ପଦ୍ମଫୁଲ ସଫା କଲେ ମନରେଗା ଶ୍ରମିକ ଗୋଷ୍ଠୀ   19-May-2022
  ରାଜ୍ୟ  
ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ   19-May-2022
  ଜିଲ୍ଲା  
ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ   19-May-2022
  ଜିଲ୍ଲା  
ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କଲେଜ ସ୍ଥାୟୀ ପଟ୍ଟା ବଣ୍ଟନ   19-May-2022
  ଜିଲ୍ଲା  
ଅଧାପନ୍ତରିଆ ଅବସ୍ଥାରେ ମହୁରୁଣ୍ଡି ଗାଁର ବିଦ୍ୟାଳୟ   19-May-2022
  ମନୋରଞ୍ଜନ  
କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ "ସୁପାରୀ"   19-May-2022

You Might Also Like