-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
13-May-2022
ସୁବର୍ଣ୍ଣପୁର,: ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗ ରେ ନୂତନ ଉପ ନିର୍ଦ୍ଦେଶକ ଭାବରେ ଶ୍ରୀଯୁକ୍ତ ଚତୃର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି l ଯୋଜନା ଓ ସଂଯୋଜନା ବିଭାଗ ର ପତ୍ର ସଂଖ୍ୟା ୫୫୦୭, ତା.୪/୫/୨୦୨୨ ଅନୁସାରେ ଶ୍ରୀ ସାହୁ ଙ୍କୁ ନିଯୁକ୍ତି ଦିଆଯାଇଛି l ଏହା ପୂର୍ବରୁ ଶ୍ରୀଯୁକ୍ତ ସାହୁ କନ୍ଧମାଳ ଜିଲ୍ଲାରେ ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟରେ ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟରତ ଥିଲେ l ଶ୍ରୀ ସାହୁ ୨୦୦୪ ମସିହାରୁ ୨୦୧୮ ଏବଂ ୧/୦୧/2୨୦୧୯ ରୁ ୧୧/୦୨/୨୦୧୯ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଯୋଜନା ବିଭାଗ ର ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟରତ ଥିଲେ l