-+91-9937148622 |

prerana_bgr@rediffmail.com |

  Thursday 19th May 2022 |

| | | |

R.N.I. Regd No. ODIODI/2010/46693

Breaking News

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଶେଷରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହେଲେ ପୀଡିତା    (19-May-2022)       ||      ଠିକାଦାର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ ଅନୁଷ୍ଠିତ    (19-May-2022)       ||      ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକଶଙ୍ଖ ତଳୁ ଠାବ    (19-May-2022)       ||      ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?    (19-May-2022)       ||      ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌   (19-May-2022)       ||      ଶିକ୍ଷକ କ୍ଷୀର ସାଗର ଙ୍କ ହୃଦଘାତରେ ମୃତ୍ୟୁ   (19-May-2022)       ||      ମାଟିଆଭଟା ଗାଁର ପୋଖରୀ ଅଳିଆ ଆବର୍ଜ୍ଜନା ଓ ପଦ୍ମଫୁଲ ସଫା କଲେ ମନରେଗା ଶ୍ରମିକ ଗୋଷ୍ଠୀ   (19-May-2022)       ||      ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ    (19-May-2022)       ||      ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ   (19-May-2022)       ||      ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କଲେଜ ସ୍ଥାୟୀ ପଟ୍ଟା ବଣ୍ଟନ   (19-May-2022)       ||      ଅଧାପନ୍ତରିଆ ଅବସ୍ଥାରେ ମହୁରୁଣ୍ଡି ଗାଁର ବିଦ୍ୟାଳୟ    (19-May-2022)       ||      କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ "ସୁପାରୀ"   (19-May-2022)       ||      ରେଢ଼ାଖୋଲ ଜଂଗଲରୁ ରଥ ନିର୍ମାଣ ପାଇଁ ପୁରୀ ଗଲା କାଠ   (18-May-2022)       ||      ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ    (18-May-2022)       ||      ଷୋହଳ ପ୍ରହରୀ ନାମ ସଂକୀର୍ତ୍ତନ୍ୟ ଅନୁଷ୍ଠିତ   (18-May-2022)       ||      ଭାରତୀୟ ପ୍ରବାସୀ ପରିଷଦ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (18-May-2022)       ||      ଲୋଇସିଂହାରେ ଅର୍ଗସ ନ୍ୟୁଜ ର ନୂତନ କାର୍ଯ୍ୟାଳୟ ଉଦଘାଟିତ    (18-May-2022)       ||      ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଗୋଆ ଗସ୍ତ   (18-May-2022)       ||      ରାମକୃଷ୍ଣ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ   (18-May-2022)       ||      କୃଷକନେତା ଡ.ସୁଧିର ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ସ୍ୱର୍ଗତ ପରିଚ୍ଛା ଜଣେ ସାହସୀ ଚାଷୀ ନେତା ଥିଲେ-ନରସିଂହ   (18-May-2022)       ||     

HOME   ଅପରାଧ

ବଡ ଧରଣର ଡକାୟତିକୁ ରୋକିଲା ଟାଙ୍ଗୀ ପୋଲିସ୍

26-Apr-2022



ଖୋର୍ଦ୍ଧା (ପ୍ରେରଣା ଖବର) : ବଡ ଧରଣର ଡକାୟତିକୁ  ରୋକିଲା ଟାଙ୍ଗୀ ପୋଲିସ l ବିଲମ୍ବିତ  ରାତିରେ ଚଢାଉ କରି  ଗୋଟିଏ ହାଇଡ୍ରା..ସହ  ୩ ଆଇଚର ଟ୍ରକ୍ ଜବତ କରିଛି ଟାଙ୍ଗୀ ପୋଲିସ୍...ଚୋରୀ କରୁଥିବା ଅଭିଯୋଗରେ  ୮ ଜଣଙ୍କୁ ଅଟକ ରଖି କରୁଛି  ଟାଙ୍ଗୀ ପୋଲିସ୍ କରୁଛି  ତଦନ୍ତ...ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀରେ...  ଗତକାଲି ରାତିରେ  କେତେକ ସଶସ୍ତ୍ର ଡକାୟତ  ୩ ଟି ଆଇଚର ଟ୍ରକ୍ ସହ ଗୋଟିଏ  ହାଇଡ୍ରା l  ସହାୟତାରେ ଟାଙ୍ଗୀକଲେଜ୍ ପଡିଆରେ  ରଖାଯାଇଥିବା  ପାନୀୟ ଜଳ ପାଇପ୍ କୁ ଲୁଟ୍ କରିବାକୁ କରିଥିଲେ ଯୋଯନା...ପାଇପ୍ କୁ ଜଗିଥିବା ସୁରକ୍ଷା କର୍ମୀଙ୍କୁ ଧମକାଇ  ପାଣି ପାଇପ  ଲୁଟ୍ କରୁଥିବା ବେଳେ    ସୁରକ୍ଷା କର୍ମୀ ଜଣକ ନିକଟସ୍ଥ ସାହିରେ ଯୁବକ ମାନଙ୍କୁ ଜଣାଇଥିଲା...ଖବର ପାଇ ସାହିର ଯୁବକ ମାନେ ଏକାଠି ହୋଇ ପ୍ରତିରୋଧ କରିଥିଲେ..ତେବେ ଡକାୟତ ମାନେ ସେମାନଙ୍କୁ ଧମକ ଚମକ ଦେବାରୁ  ଯୁବକ ମାନେ ତୁରନ୍ତ ଟାଙ୍ଗୀ ପୋଲିସ୍ କୁ ଖବର ଦେଇଥିଲେ...ଖବର ପାଇ  ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି   ୩ ଟି ଆଇଚର ଟ୍ରକ୍.ଗୋଟିଏ  ହାଇଡ୍ରା..ସହ  ୮ ଜଣ ଡକାୟତଙ୍କୁ ନେଇଛି ନିଜ ହେପାଜତକୁ..ଏ ନେଇ ଟାଙ୍ଗୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଶେଷରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହେଲେ ପୀଡିତା   19-May-2022
  ଜିଲ୍ଲା  
ଠିକାଦାର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ ଅନୁଷ୍ଠିତ   19-May-2022
  ଜିଲ୍ଲା  
ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକଶଙ୍ଖ ତଳୁ ଠାବ   19-May-2022
  ଜିଲ୍ଲା  
ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?   19-May-2022
  ଜିଲ୍ଲା  
ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌   19-May-2022
  ଜିଲ୍ଲା  
ଶିକ୍ଷକ କ୍ଷୀର ସାଗର ଙ୍କ ହୃଦଘାତରେ ମୃତ୍ୟୁ   19-May-2022
  ଜିଲ୍ଲା  
ମାଟିଆଭଟା ଗାଁର ପୋଖରୀ ଅଳିଆ ଆବର୍ଜ୍ଜନା ଓ ପଦ୍ମଫୁଲ ସଫା କଲେ ମନରେଗା ଶ୍ରମିକ ଗୋଷ୍ଠୀ   19-May-2022
  ରାଜ୍ୟ  
ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ   19-May-2022
  ଜିଲ୍ଲା  
ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ   19-May-2022
  ଜିଲ୍ଲା  
ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କଲେଜ ସ୍ଥାୟୀ ପଟ୍ଟା ବଣ୍ଟନ   19-May-2022
  ଜିଲ୍ଲା  
ଅଧାପନ୍ତରିଆ ଅବସ୍ଥାରେ ମହୁରୁଣ୍ଡି ଗାଁର ବିଦ୍ୟାଳୟ   19-May-2022
  ମନୋରଞ୍ଜନ  
କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ "ସୁପାରୀ"   19-May-2022

You Might Also Like