-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
19-Mar-2022
ଯାଜପୁର(ପ୍ରେରଣା ଖବର ବ୍ୟୁରୋ) ଯାଜପୁର ବଡସୁଆର ନିକଟରେ ଖରସ୍ରୋତା ନଦୀରେ ବୁଡିଯିବା ଘଟଣା । କ୍ରିଷ୍ଣା ଜେନା ନାମକ ଆଉ ଜଣଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା । କାଲି ୨ ଜଣଙ୍କ ମୃତଦେହ ଓ ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଆଉ ୩ଜଣ ଏବେ ବି ନିଖୋଜ, ଖୋଜାଖୋଜି ଜାରି । ଯାଜପୁର ବଡସୁଆର ନିକଟରେ ଖରସ୍ରୋତା ନଦୀରେ ବୁଡିଯିବା ଘଟଣା । କ୍ରିଷ୍ଣା ଜେନା ନାମକ ଆଉ ଜଣଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା । କାଲି ୨ ଜଣଙ୍କ ମୃତଦେହ ଓ ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଆଉ ୩ଜଣ ଏବେ ବି ନିଖୋଜ, ଖୋଜାଖୋଜି ଜାରି ।