-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
17-Mar-2022
ଭାରତରବିଭିନ୍ନକୋଣରେଘରେଆବଶ୍ୟକପାଣିଚାହିଦାମେଣ୍ଟାଇବାପାଇଁମହିଳାଙ୍କୁମାଇଲ୍ ମାଇଲ୍ ବାଟଚାଲିବାକୁପଡ଼ୁଥିଲା। ହାଣ୍ଡିମାଠିଆଧରିଏତେଦୂରଚାଲିବାତାଙ୍କପାଇଁଉଭୟପରିଶ୍ରମଓସମୟସାପେକ୍ଷବ୍ୟାପାରହେଉଥିଲା।କେନ୍ଦ୍ର ସରକାରଏହିସମସମ୍ୟାରୁମହିଳାମାନଙ୍କୁମୁକ୍ତିଦେବାପାଇଁଆରମ୍ଭକରିଛନ୍ତିହର୍ଘରଜଳଯୋଜନା।ଏହାଦ୍ୱାରାଲୋକଙ୍କଘରେପାଇପ୍ ଯୋଗେସ୍ୱଚ୍ଛଓନିରାପଦଜଳପହଞ୍ଚାଯାଇପାରୁଛି।କେନ୍ଦ୍ରସରକାରଙ୍କପ୍ରତିବଦ୍ଧତାଏବଂମହିଳାଙ୍କଭାଗିଦାରୀହେତୁଏହିଯୋଜନା42 ପ୍ରତିଶତ ଲକ୍ଷ୍ୟହାସଲକରିପାରିଛି।ନିର୍ଦ୍ଧାରିତ19 କୋଟି 22 ଲକ୍ଷ ଘର ମଧ୍ୟରୁ 9 କୋଟିରୁ ଅଧିକଘରେପାଇପ୍ଯୋଗେଜଳପହଞ୍ଚିପାରିଛି।2024 ସୁଦ୍ଧା ପ୍ରତ୍ୟେକ ପରିବାରକୁ ଟ୍ୟାପ୍ରୁ ପାନୀୟ ଜଳ ଯୋଗାଇବାଏହାରଲକ୍ଷ୍ୟରହିଛି।ଏହିମିଶନହେତୁପରିବାରରସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ସାମାଜିକ-ଅର୍ଥନେତିକଅବସ୍ଥାରେ ସୁଧାର ଆସୁଛି।ଗାଁଲୋକହିଁତାଙ୍କଅଞ୍ଚଳକୁଯୋଗାଇଦିଆଯାଉଥିବାଜଳରଗୁଣବତ୍ତାଯାଞ୍ଚକରୁଛନ୍ତି।ଏଥିପାଇଁ9.13 ଲକ୍ଷରୁ ଅଧିକ ମହିଳାଙ୍କୁ ତାଲିମ ଦିଆଯାଇଛି, ଯାହା ଏହି ମିଶନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ଟେକ୍ନୋଲୋଜି ହେତୁଜଳଜୀବନମିଶନ୍ହେଉଛିତ୍ୱରାନ୍ୱିତ
ଜଳଜୀବନମିଶନ୍କୁସଫଳ କରିବାରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।ଉନ୍ନତ ଜ୍ଞାନକୌଶଳଅବଲମ୍ବନ କରି ଲଦାଖ ପରିଥଣ୍ଡା ଅଞ୍ଚଳରେମଧ୍ୟଟ୍ୟାପ୍ ଜଳ ଯୋଗାଇବା ସମ୍ଭବପରହୋଇପାରିଛି।