-+91-9937148622 |

prerana_bgr@rediffmail.com |

  Saturday 1st October 2022 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   (01-Oct-2022)       ||      ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   (01-Oct-2022)       ||      ଶିଶୁ ଗୃହରେ ୨ ଅସହାୟ ଶିଶୁ୍    (01-Oct-2022)       ||      ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   (01-Oct-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Oct-2022)       ||      ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   (30-Sep-2022)       ||      ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   (30-Sep-2022)       ||      ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   (30-Sep-2022)       ||      ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର    (30-Sep-2022)       ||      ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ    (30-Sep-2022)       ||      ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   (30-Sep-2022)       ||      କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   (30-Sep-2022)       ||      ଲୋଇସିଂହା ବ୍ଲକ ବାରିକ ସମାଜ ତରଫରୁ ନୁଆଁଖାଇ ଭେଟଘାଟ    (30-Sep-2022)       ||      ସମଲେଶ୍ବରୀ ଛକ,ଅଙ୍ଗଶ୍ରି ସୁନା ଦୋକାନରୁ ଚୋରି   (30-Sep-2022)       ||      ବାଣ୍ଡିଗାଁରେ ଜିଲ୍ଳାସ୍ତରୀୟ ନୂଆଁଖାଇ ଭେଟଘାଟ    (29-Sep-2022)       ||      ମିଶନ ଶକ୍ତି ପକ୍ଷରୁ ଋଣ ମେଳା....   (29-Sep-2022)       ||      କୋଡିଏ ଘର ରଜକ ସମାଜ ର ଆଞ୍ଚଳିକ ବୈଠକ   (29-Sep-2022)       ||      ନିରାପଦ ଆନ୍ତର୍ଜାତୀୟ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନୀତ   (29-Sep-2022)       ||      ନୂତନ ବିଡିଓ ଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା    (29-Sep-2022)       ||      ମହାନଦୀରେ ଛଡାଗଲା ୨ ଲକ୍ଷ ମାଛ ଜାଆଁଳା   (29-Sep-2022)       ||     

HOME   ଦେଶ ବିଦେଶ

ହିଳାଙ୍କୁଏକଉତ୍ତମଆସନ୍ତାକାଲିରବାସ୍ତବରୂପଦେଉଛି ‘ହର୍ଘରଜଳ’

17-Mar-2022



ଭାରତରବିଭିନ୍ନକୋଣରେଘରେଆବଶ୍ୟକପାଣିଚାହିଦାମେଣ୍ଟାଇବାପାଇଁମହିଳାଙ୍କୁମାଇଲ୍ ମାଇଲ୍ ବାଟଚାଲିବାକୁପଡ଼ୁଥିଲା। ହାଣ୍ଡିମାଠିଆଧରିଏତେଦୂରଚାଲିବାତାଙ୍କପାଇଁଉଭୟପରିଶ୍ରମଓସମୟସାପେକ୍ଷବ୍ୟାପାରହେଉଥିଲା।କେନ୍ଦ୍ର ସରକାରଏହିସମସମ୍ୟାରୁମହିଳାମାନଙ୍କୁମୁକ୍ତିଦେବାପାଇଁଆରମ୍ଭକରିଛନ୍ତିହର୍ଘରଜଳଯୋଜନା।ଏହାଦ୍ୱାରାଲୋକଙ୍କଘରେପାଇପ୍ ଯୋଗେସ୍ୱଚ୍ଛଓନିରାପଦଜଳପହଞ୍ଚାଯାଇପାରୁଛି।କେନ୍ଦ୍ରସରକାରଙ୍କପ୍ରତିବଦ୍ଧତାଏବଂମହିଳାଙ୍କଭାଗିଦାରୀହେତୁଏହିଯୋଜନା42 ପ୍ରତିଶତ ଲକ୍ଷ୍ୟହାସଲକରିପାରିଛି।ନିର୍ଦ୍ଧାରିତ19 କୋଟି 22 ଲକ୍ଷ ଘର ମଧ୍ୟରୁ 9 କୋଟିରୁ ଅଧିକଘରେପାଇପ୍ଯୋଗେଜଳପହଞ୍ଚିପାରିଛି।2024 ସୁଦ୍ଧା ପ୍ରତ୍ୟେକ ପରିବାରକୁ ଟ୍ୟାପ୍ରୁ ପାନୀୟ ଜଳ ଯୋଗାଇବାଏହାରଲକ୍ଷ୍ୟରହିଛି।ଏହିମିଶନହେତୁପରିବାରରସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ସାମାଜିକ-ଅର୍ଥନେତିକଅବସ୍ଥାରେ ସୁଧାର ଆସୁଛି।ଗାଁଲୋକହିଁତାଙ୍କଅଞ୍ଚଳକୁଯୋଗାଇଦିଆଯାଉଥିବାଜଳରଗୁଣବତ୍ତାଯାଞ୍ଚକରୁଛନ୍ତି।ଏଥିପାଇଁ9.13 ଲକ୍ଷରୁ ଅଧିକ ମହିଳାଙ୍କୁ ତାଲିମ ଦିଆଯାଇଛି, ଯାହା ଏହି ମିଶନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ଟେକ୍ନୋଲୋଜି ହେତୁଜଳଜୀବନମିଶନ୍ହେଉଛିତ୍ୱରାନ୍ୱିତ
ଜଳଜୀବନମିଶନ୍କୁସଫଳ କରିବାରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।ଉନ୍ନତ ଜ୍ଞାନକୌଶଳଅବଲମ୍ବନ କରି ଲଦାଖ ପରିଥଣ୍ଡା ଅଞ୍ଚଳରେମଧ୍ୟଟ୍ୟାପ୍ ଜଳ ଯୋଗାଇବା ସମ୍ଭବପରହୋଇପାରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   01-Oct-2022
  ଜିଲ୍ଲା  
ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   01-Oct-2022
  ଜିଲ୍ଲା  
ଶିଶୁ ଗୃହରେ ୨ ଅସହାୟ ଶିଶୁ୍   01-Oct-2022
  ଜିଲ୍ଲା  
ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   01-Oct-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Oct-2022
  ଜିଲ୍ଲା  
ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   30-Sep-2022
  ଜିଲ୍ଲା  
ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   30-Sep-2022
  ଜିଲ୍ଲା  
ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   30-Sep-2022
  ଜିଲ୍ଲା  
ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର   30-Sep-2022
  ଜିଲ୍ଲା  
ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ   30-Sep-2022
  ଜିଲ୍ଲା  
ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   30-Sep-2022
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   30-Sep-2022

You Might Also Like