-+91-9937148622 |

prerana_bgr@rediffmail.com |

  Saturday 20th April 2024 |

| | | |

R.N.I. Regd No. ODIODI/2010/46693

Breaking News

ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ   (20-Apr-2024)       ||      ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ   (20-Apr-2024)       ||      ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର   (20-Apr-2024)       ||      ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ    (20-Apr-2024)       ||      ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣି    (20-Apr-2024)       ||      ବିଜେପିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ   (20-Apr-2024)       ||      ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   (19-Apr-2024)       ||      ମଦ କାରବାରରେ ଜଣେ ଗିରଫ   (19-Apr-2024)       ||      ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   (19-Apr-2024)       ||      ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    (19-Apr-2024)       ||      ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   (19-Apr-2024)       ||      ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   (19-Apr-2024)       ||      ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   (19-Apr-2024)       ||      "ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   (19-Apr-2024)       ||      ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   (19-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||      ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   (18-Apr-2024)       ||     

HOME   ଜିଲ୍ଲା

ମାର୍ଚ୍ଚ ୨୦ ରେ ସମ୍ଭାବ୍ୟ ବାତ୍ୟା

15-Mar-2022



ଭୁବନେଶ୍ୱର :- ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଙ୍କ ଆକଳନ ଅନୁଯାୟୀ ଆସନ୍ତା ୨୦ ମାର୍ଚ୍ଚ କୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । କୌଣସି ସ୍ପଷ୍ଟ ସୂଚନା ନ ଥିବା ବେଳେ ଏହା କେତେ ଘନୀଭୂତ ହୋଇ ବାତ୍ୟା ରୂପ ନେବ କି ନାହିଁ ଜଣାପଡିନାହିଁ । ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେବାର ସମ୍ଭାବନା ଅଛି । ଲଘୁଚାପ ଭାରତ କିମ୍ବା ଓଡ଼ିଶା ଛୁଇଁବ କି ନାହିଁ ଏବେଠାରୁ ଆକଳନ କରିବା କଷ୍ଟକର । କାରଣ ଲଘୁଚାପ ଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଅଛି।ଯଦି ଲଘୁଚାପ ବାତ୍ୟାର ରୂପ ନେବ ଓ ଭାରତ ଉପକୂଳ ଛୁଇଁବ ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ୭ମ ବାତ୍ୟା ହେବ । ୧୯୦୧ ମସିହା ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚ ମାସରେ ମାତ୍ର ୬ ଗୋଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ଡ. ପଶୁପାଳକ କହିଛନ୍ତି । ଏହାକୁ ନେଇ ଆଇ ଏମ ଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଡ. ପଶୁପାଳକ ଅନେକ ଦିଗକୁ ନେଇ ଅନୁଧ୍ୟାନ କରି କହିଛନ୍ତି ଯେ ଏନ୍ ସି ଇ ପି ଜି ଏଫ ଏସ ମଡେଲ ଅନୁଯାୟୀ ଘୂର୍ଣ୍ଣିଝଡ଼ ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ଭାରତ ଉପକୂଳ କୁ ସ୍ପର୍ଶ କରିବ ନାହିଁ ।ବିଗତ କିଛି ବର୍ଷ ର ଆକଳନ ଅନୁଯାୟୀ ମାର୍ଚ୍ଚ ମାସରେ ଭାରତରେ ବାତ୍ୟା ହୋଇନାହିଁ । ଏଣୁ ଏବେ ମଧ୍ୟ ଭାରତରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ନାହିଁ । ଆସନ୍ତା ୨୦ ତାରିଖ ଆଡ଼କୁ ଏ ନେଇ ସ୍ପଷ୍ଟ ଚିତ୍ର ଆସିଯିବ । କାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରେ ଏହା ଭାରତ ଉପକୁଲମୁହଁ ହୋଇପାରେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ   20-Apr-2024
  ଜିଲ୍ଲା  
ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ   20-Apr-2024
  ରାଜନୀତି  
ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର   20-Apr-2024
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ    20-Apr-2024
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣି   20-Apr-2024
  ଜିଲ୍ଲା  
ବିଜେପିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ   20-Apr-2024
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   19-Apr-2024
  ଜିଲ୍ଲା  
ମଦ କାରବାରରେ ଜଣେ ଗିରଫ   19-Apr-2024
  ଜିଲ୍ଲା  
ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   19-Apr-2024
  ରାଜନୀତି  
ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    19-Apr-2024
  ଜିଲ୍ଲା  
ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   19-Apr-2024
  ରାଜନୀତି  
ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   19-Apr-2024

You Might Also Like