-+91-9937148622 |

prerana_bgr@rediffmail.com |

  Saturday 1st October 2022 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   (01-Oct-2022)       ||      ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   (01-Oct-2022)       ||      ଶିଶୁ ଗୃହରେ ୨ ଅସହାୟ ଶିଶୁ୍    (01-Oct-2022)       ||      ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   (01-Oct-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Oct-2022)       ||      ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   (30-Sep-2022)       ||      ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   (30-Sep-2022)       ||      ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   (30-Sep-2022)       ||      ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର    (30-Sep-2022)       ||      ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ    (30-Sep-2022)       ||      ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   (30-Sep-2022)       ||      କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   (30-Sep-2022)       ||      ଲୋଇସିଂହା ବ୍ଲକ ବାରିକ ସମାଜ ତରଫରୁ ନୁଆଁଖାଇ ଭେଟଘାଟ    (30-Sep-2022)       ||      ସମଲେଶ୍ବରୀ ଛକ,ଅଙ୍ଗଶ୍ରି ସୁନା ଦୋକାନରୁ ଚୋରି   (30-Sep-2022)       ||      ବାଣ୍ଡିଗାଁରେ ଜିଲ୍ଳାସ୍ତରୀୟ ନୂଆଁଖାଇ ଭେଟଘାଟ    (29-Sep-2022)       ||      ମିଶନ ଶକ୍ତି ପକ୍ଷରୁ ଋଣ ମେଳା....   (29-Sep-2022)       ||      କୋଡିଏ ଘର ରଜକ ସମାଜ ର ଆଞ୍ଚଳିକ ବୈଠକ   (29-Sep-2022)       ||      ନିରାପଦ ଆନ୍ତର୍ଜାତୀୟ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନୀତ   (29-Sep-2022)       ||      ନୂତନ ବିଡିଓ ଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା    (29-Sep-2022)       ||      ମହାନଦୀରେ ଛଡାଗଲା ୨ ଲକ୍ଷ ମାଛ ଜାଆଁଳା   (29-Sep-2022)       ||     

HOME   ଦେଶ ବିଦେଶ

ପ୍ରଥମ ବିବାହ ପରେ ବିଫଳ ହେବାରୁ ହେଲେ ଆଇଏଏସ ଅଫିସର

14-Mar-2022



ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) - କୋମଳ ଗନାତ୍ରା ଗିଜୁରାଟ ର ଜଣେ ମହିଳା । କୋମଳ ତାଙ୍କ ସଂଘର୍ଷମୟ ଜୀବନରେ ଜଣେ ସଫଳ ଆଇ ଏ ଏସ ଅଫିସର ହୋଇଥିଲେ । କୋମଳ ଗ୍ରାଜୁଏସନ୍ ପରେ ଜଣେ ଏନ୍ ଆର ଆଇ କୁ ବିବାହ କରିଥିଲେ । ବିବାହ ର ୧୫ ଦିନ ପରେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ନ୍ୟୁଜଳାଣ୍ଡ ଚାଲିଯାଇଥିଲେ । ସ୍ଵାମୀ ଆଉ ନ ଫେରିବାରୁ କୋମଳ ନ୍ୟୁଜଳାଣ୍ଡ ଯିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ନ୍ୟୁଜଳାଣ୍ଡ ର ପ୍ରଧାନମନ୍ତ୍ରୀ ଙ୍କୁ ଏ ବିଷୟରେ ଜଣାଇଥିଲେ । ସରକାର ଙ୍କ ପକ୍ଷରୁ ଉତ୍ତର ମଧ୍ୟ ଆସିଲା । କିନ୍ତୁ କୌଣସି ଫଳ ମିଳିଲା ନାହିଁ ।ଏହାପରେ ସେ ଏକ ସରକାରୀ ସ୍କୁଲ ରେ ୧୦୦୦ ଟଙ୍କାରେ ଶିକ୍ଷୟତ୍ରୀ ଭାବେ ଚାକିରି କଲେ । ତାଙ୍କ ବାପାଙ୍କ ସ୍ବପ୍ନ ଥିଲା ଝିଅ ୟୁ ପି ଏସ ସି ପରୀକ୍ଷା ଦେଇ ଆଇ ଏ ଏସ ଅଫିସର ହେବେ।କୋମଳ ଙ୍କ ମଧ୍ୟ ଇଚ୍ଛା ଥିଲା ସେ ଜଣେ ଆଇ ଏ ଏସ ଅଫିସର ହେବେ । ୟୁ ପି ଏସ ସି କୁ ନେଇ କୋମଲଙ୍କ କୌଣସି ଧାରଣା ନ ଥିଲା । ସେ ଗାଁ ରୁ ଅହମଦାବାଦ ଯାଇ ପରୀକ୍ଷା ପାଇଁ ପ୍ରସ୍ତୁତି କଲେ । ୩ ଥର ବିଫଳ ହେବାପରେ ସେ ଶେଷରେ ୨୦୧୨  ରେ ସଫଳ ହେଲେ । ବାପାଙ୍କ ସ୍ବପ୍ନ ସାକାର କଲେ । ଏହାପରେ ଦ୍ଵିତୀୟ ବିବାହ କଲେ ।ଏବେ ତାଙ୍କର ଏକ ଝିଅ ଅଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   01-Oct-2022
  ଜିଲ୍ଲା  
ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   01-Oct-2022
  ଜିଲ୍ଲା  
ଶିଶୁ ଗୃହରେ ୨ ଅସହାୟ ଶିଶୁ୍   01-Oct-2022
  ଜିଲ୍ଲା  
ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   01-Oct-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Oct-2022
  ଜିଲ୍ଲା  
ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   30-Sep-2022
  ଜିଲ୍ଲା  
ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   30-Sep-2022
  ଜିଲ୍ଲା  
ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   30-Sep-2022
  ଜିଲ୍ଲା  
ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର   30-Sep-2022
  ଜିଲ୍ଲା  
ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ   30-Sep-2022
  ଜିଲ୍ଲା  
ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   30-Sep-2022
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   30-Sep-2022

You Might Also Like