-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||     

HOME   ଜିଲ୍ଲା

ଶିକାବହେଙ୍ଗାରେ ଜୈବିକକୃଷି ଓ ନୀରାପଦ କୀଟନାଶକ ଉପରେ ସଚେତନତା କର୍ମଶାଳା

13-Mar-2022



ବଲାଙ୍ଗୀର,୧୨ା୩-ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକଅନ୍ତର୍ଗତ ଶିକାବହେଙ୍ଗା ଗ୍ରାମଠାରେ ଆଜି ଜୈବିକକୃଷି ଓ ନୀରାପଦ କୀଟନାଶକର ବ୍ୟବହାର ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମଏସ ସ୍ୱାମୀନାଥନ ସ୍କୁଲଅଫ ଅଗ୍ରୀକଲଚର ପାରଳାଖେମୁଣ୍ଡିର କୃଷିବିଜ୍ଞାନର ଶେଷବର୍ଷର ଦୁଇଜଣ ଛାତ୍ରୀ ଆଞ୍ଚଲ ଯୋଷୀ ଓ ଜିଜ୍ଞାସା ଦାସ ଏହି କର୍ମଶାଳାକୁ ଭାରତୀୟ କୃଷିଗବେଷଣା ପରିଷଦ ପ୍ରାୟୋଜିତ “ରାୱେ” କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ କରିଥିଲେ । ବିଶ୍ୱବିଦ୍ୟାଳୟରେ ୩ବର୍ଷର କୃଷିସଂପର୍କିତ ଶିକ୍ଷାପରେ ଏଠାରେ ଉଭୟେ ସୁଧାମୟ ପଟେଲ ଓ ଗଜେନ୍ଦ୍ର ପଟେଲଙ୍କ ସମନ୍ୱିତ କୃଷିଫାର୍ମରେ ୧୦ସପ୍ତାହ ଧରି ଇଣ୍ଟର୍ଣ୍ଣସିପ କରିଥିଲେ । ଶେଷରେ ଆଜି ଶିକାବହେଙ୍ଗାର ଚାଷିଙ୍କୁ ନେଇ ଜୈବିକଚାଷ ଓ ନୀରାପଦ କୀଟନାଶକ ବ୍ୟବହାର ସମ୍ପର୍କିତ ସଚେତନତା କର୍ମଶାଳା କରିଥିଲେ । ଏଠାରେ ସୁଶ୍ରୀ ଯୋଷୀ ଓ ଦାସ ଜୀବମୃତ,ବୀଜାମୃତ,ମୃତ୍ତିକା ପରୀକ୍ଷା,ଜୀଆଖତ ପ୍ରସ୍ତୁତି,କଲମୀକରଣ,ଟ୍ରୀ ବଡିଂ,ଆଜୋଲା ଚାଷ,ରୋଗପୋକ ଓ କୀଟନାଶକର ନୀରାପଦ ବ୍ୟବହାର,ବିହନ ବିଷୋଧନ ନେଇ ସଚେତନତା କରିବା ସହିତ

ମାସ୍କ,ସାନିଟାଇଜର,ସଚେତନତା ପୁସ୍ତିକା,ଅଠାଳିଆଯନ୍ତ୍ର ଇତ୍ୟାଦି ବଣ୍ଟନ କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡିନ ଡ.ଏସ.ପି.ନନ୍ଦ,ରାୱେର ସହ ସଂଯୋଜକ ଡ.ଅଶୋକକୁମାର ଏବଂ ଏସଏମଏସ ଗାଇଡ ଡ.ସୁମନ ପାରେଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାରେ ଶସ୍ୟ,ଫଳ,ପନିପରିବା, ପାଇଁ କୃଷକମାନେ ଅତ୍ୟଧିକ ବିଷାକ୍ତ ରାସାୟନିକ ପଦାର୍ଥର ବ୍ୟବହାର କରୁଥିବାରୁ ଆମଦେଶର ଲୋକଙ୍କୁ କ୍ୟାନସର ଭଳି ଅନେକ ଦୂରାରୋଗ୍ୟ ହେଉଛି । ତେଣୁ କୃଷକମାନେ ଜୈବିକଖତ ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ଚାଷକରିବାକୁ କର୍ମଶାଳାରେ ଚାଷିମାନଙ୍କୁ ସଚେତନ କରାଯାଇଥିଲା । ଏହା ସହିତ ରୋଗପୋକ ନୀରାକରଣ,ଅଠାଳିଆ ଯନ୍ତ୍ରର ବ୍ୟବହାର ବିଷୟରେ ତାଲିମ ଦିଆଯାଇଥିଲା । ଯଦି ରାସାୟନିକ ସାର ବ୍ୟବହାର ହେଉଛି ତାକୁ କିଭଳି କମ କରାଯାଇ ପାରିବ ଓ ନୀରାପଦ ବ୍ୟବହାର କରାଯିବ ସେ ଉପରେ ଚାଷିଙ୍କୁ  ଅବଧାରଣା ଦିଆଯାଇଥିଲା । ଏହି କର୍ମଶାଳାରେ ଶିକାବହେଙ୍ଗା ସରପଞ୍ଚ ମୁକେଶ ନାଏକ,ଭିଏଡବ୍ଲୁ ସୁଜାତା ବନଗୁଲା,ଚାଷି ସୁଧାମୟ ପଟେଲ,ଗଜେନ୍ଦ୍ର ପଟେଲ,ନାରାୟଣ ମହାକୁର,ହନୁମାନ ଭୋଇ,ସୁଭମ ପଟେଲ,ଯଜେ୍ଞଶ୍ୱର ପଟେଲ ପ୍ରମୁଖଙ୍କ ସହିତ ଶତାଧିକ ଚାଷି ଯୋଗଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024

You Might Also Like