-+91-9937148622 |

prerana_bgr@rediffmail.com |

  Saturday 20th April 2024 |

| | | |

R.N.I. Regd No. ODIODI/2010/46693

Breaking News

ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   (19-Apr-2024)       ||      ମଦ କାରବାରରେ ଜଣେ ଗିରଫ   (19-Apr-2024)       ||      ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   (19-Apr-2024)       ||      ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    (19-Apr-2024)       ||      ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   (19-Apr-2024)       ||      ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   (19-Apr-2024)       ||      ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   (19-Apr-2024)       ||      "ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   (19-Apr-2024)       ||      ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   (19-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||      ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   (18-Apr-2024)       ||      ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   (18-Apr-2024)       ||      ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ    (18-Apr-2024)       ||      ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   (18-Apr-2024)       ||      ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   (18-Apr-2024)       ||      ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   (18-Apr-2024)       ||      ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   (18-Apr-2024)       ||     

HOME   ରାଜନୀତି

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ବିଜେଡି ଦଳର ପଂଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓ ନିଜ ନିଜ ବ୍ଲକ ଅଂଚଳ ର ସାମୁହିକ ବିକାଶ ପାଈଁ ସଂକଳ୍ପ ନେଲେ

12-Mar-2022



ସୁବର୍ଣ୍ଣପୁର// ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନେ ୬ଟି ଯାକ ବ୍ଲକରେ ପହଂଚି ପଂଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି । ସୁବର୍ଣ୍ଣପୁର ସଦର ବ୍ଲକରେ ପ୍ରହଲ୍ଲାଦ ନାୟକ,ତରଭା ବ୍ଲକରେ ସରୋଜ କମ୍ପ,ଡୁଙ୍ଗୁରିପାଲି ବ୍ଲକରେ ଅହଲ୍ୟା ସାହୁ,ବିନିକା ବ୍ଲକରେ ଦୀପ୍ତିରେଖା ନନ୍ଦ,ଉଲୁଣ୍ଡା ବ୍ଲକରେ ଶାନ୍ତିଲତା ମିଶ୍ର ଓ ବୀରମହାରାଜପୁର ବ୍ଲକରେ ଶାନ୍ତି ଲୁହା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏବଂ ସମସ୍ତ ଙ୍କ ସହଯୋଗ ନେଇ ଦଳ ମତ ନିର୍ବିଶେଷରେ ନିଜ ନିଜ ର ବ୍ଲକ ଅଂଚଳ ର ସାମୁହିକ ବିକାଶ ପାଈଁ  ଦୃଢ଼ ସଂକଳ୍ପ ନେଲେ l ପ୍ରକାଶ ଯୋଗ୍ୟଯେ  ନିର୍ବାଚିତ ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷା ବିଜୁ ଜନତା  ଦଳର ହୋଇଥିବା ବେଳେ ଜିଲ୍ଲାର ଉଭୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ଙ୍କ ଦୃଢ଼ ନେତୃତ୍ବ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି।  ନୂତନ ଏସ ପି ଶ୍ରୀ ଆମ୍ବରୀଶ ପଣ୍ଡା ଙ୍କ  ତତ୍ୱାବଧାନ ଓ ପରାମର୍ଶ କ୍ରମେ ସମସ୍ତ ବ୍ଲକ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ସବୁଠି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବିଜୟୀ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ସବୁଠି ବିଜୟ ଶୋଭାଯାତ୍ରା କରିଥିବା ଦେଖାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   19-Apr-2024
  ଜିଲ୍ଲା  
ମଦ କାରବାରରେ ଜଣେ ଗିରଫ   19-Apr-2024
  ଜିଲ୍ଲା  
ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   19-Apr-2024
  ରାଜନୀତି  
ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    19-Apr-2024
  ଜିଲ୍ଲା  
ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   19-Apr-2024
  ରାଜନୀତି  
ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   19-Apr-2024
  ଜିଲ୍ଲା  
ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   19-Apr-2024
  ଜିଲ୍ଲା  
"ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   19-Apr-2024
  ଜିଲ୍ଲା  
ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   19-Apr-2024
  ଜିଲ୍ଲା  
ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   19-Apr-2024
  ଜିଲ୍ଲା  
ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   19-Apr-2024
  ରାଜ୍ୟ  
ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   19-Apr-2024

You Might Also Like