-+91-9937148622 |

prerana_bgr@rediffmail.com |

  Friday 9th December 2022 |

| | | |

R.N.I. Regd No. ODIODI/2010/46693

Breaking News

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   (09-Dec-2022)       ||      ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   (09-Dec-2022)       ||      ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   (09-Dec-2022)       ||      ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   (09-Dec-2022)       ||      ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   (09-Dec-2022)       ||      ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ    (09-Dec-2022)       ||      ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ    (09-Dec-2022)       ||      ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   (09-Dec-2022)       ||      ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   (08-Dec-2022)       ||      ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   (08-Dec-2022)       ||      ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।    (08-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   (08-Dec-2022)       ||      ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମl - ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ -   (08-Dec-2022)       ||      ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ    (08-Dec-2022)       ||      ରେକର୍ଡ ସଂଖ୍ୟକ ଭୋଟ ରେ ବିଜୟୀ ହେଲେ ବର୍ଷା ସିଂ ବରିହା   (08-Dec-2022)       ||      କୁଚିଣ୍ଡା ଜିଲ୍ଲା ଗଠନ ଦାବି ନେଇ ସର୍ବ ଦଳୀୟ ବୈଠକ, ଆନ୍ଦୋଳନ ପାଇଁ ସଜବାଜ I   (08-Dec-2022)       ||      ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I   (08-Dec-2022)       ||      ପଦ୍ମପୁର ଫାଇଟ : ୧୫ ରାଉଣ୍ଡ ସୁଦ୍ଧା ଆଗରେ ଅଛି ବିଜେଡି    (08-Dec-2022)       ||      ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ   (08-Dec-2022)       ||      "ଦମନ" ଦେଖିଲେ ସଦର ହସ୍‌ପିଟାଲ୍ କର୍ମଚାରୀ I   (08-Dec-2022)       ||     

HOME   ଜିଲ୍ଲା

ପଣ୍ଡରାପିଟା ରେ ଶିଶୁଙ୍କ କୁକୁର ଛୁଆ ବଳି ଘଟଣା - ଗାଁରେ ପହଞ୍ଚିଲା ପ୍ରଶାସନ

04-Mar-2022



ବଲାଙ୍ଗିର(ପ୍ରେରଣା ଖବର)- କିଛି ଦିନ ତଳେ ବଲାଙ୍ଗିର ବ୍ଲକ ବରକାନୀ ପଞ୍ଚାୟତର ପଣ୍ଡରାପିଟା ଗ୍ରାମରେ ଛୋଟ ଛୋଟ କୋମଳମତି ଶିଶୁଙ୍କ ସ୍ୱାରା କୁକୁର ଛୁଆ ବଳି ଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଜାଣିବା ପରେ, ପ୍ରଶାସନ ତରଫରୁ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରୀଶ ରଥ, ବିରଞ୍ôଚ ବହିଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମାଜିକ କର୍ମୀ ଅରୁଣ ଖୁଆସ, ଚାଇଲ୍ଡ ଲାଇନ ବଲାଙ୍ଗିରର ସ୍ୱେଚ୍ଛାସେବୀ ବୀଣା ପୁଟେଲ, ଧନେଶ୍ୱର ଖେମଣ୍ଡ ପ୍ରମୁଖ ପଣ୍ଡରାପିଟା ଗାଁକୁ ଯାଇ ଶିଶୁମାନଙ୍କର ପିତା-ମାତା, ପଡୋଶୀ, ଗାଁର ଭଦ୍ର ବ୍ୟକ୍ତିମାନଙ୍କୁ ଯାଇ ଭେଟି, ଉପରୋକ୍ତ ଘଟଣାର ଯେପରି ପୁନରାବୃତ୍ତି ନ ହେବ ତଥା ଏଭଳି ଜଘନ୍ୟ ମାନସିକତାରୁ ଜୀବନ ବ୍ୟାପୀ ମୁକ୍ତ ହେବେ ସେ ସଂପର୍କରେ ପୁଂଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ସମସ୍ତଙ୍କୁ ବୁଝାଇଥିଲେ । ଏହି ଆଲୋଚନା ସମୟରେ ଜଣାପଡିଥିଲା ଯେ ସମସ୍ତ ଶିଶୁମାନଙ୍କର ପିତାମାତା, ବାସଗୃହ, ସ୍କୁଲ ଅଙ୍ଗନୱାଡି କେନ୍ଦ୍ରର ଛାତ୍ର ଅଟନ୍ତି । ଏବେ ବୈଶ୍ୱିକ ମହାମାରୀ କୋଭିଡ୍ -୧୯ ଦୂର ହୋଇଯିବା ପରେ ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଖୋଲି ଯାଇଛି ଓ ଶିଶୁମାନେ ବର୍ତ୍ତମାନ ଅଧ୍ୟାପନା ସକାଶେ ଯାଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନାର ପ୍ରାଦୁର୍ଭାବ ଯୋଗୁଁ ଗତ ଦୁଇ ବର୍ଷ ଧରି ସମସ୍ତ ବର୍ଗର ଲୋକଙ୍କ ଜୀବନଶୈଳି ଉପରେ ଗଭୀର କୁପ୍ରଭାବ ପଡିଥିଲା ଓ କୋମଳମତି ଶିଶୁମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ ଅଟେ । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥି ପଇଁ ସ୍କୁଲ ସ୍ତରରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ଅଟେ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ତଥା ଏଥି ପାଇଁ ସମାଜର ଗୁରୁ ଦାୟିତ୍ୱକୁ ସମସ୍ତେ ତୁଳାଇବେ ବୋଲି ସମସ୍ତେ କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   09-Dec-2022
  ଜିଲ୍ଲା  
ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   09-Dec-2022
  ଜିଲ୍ଲା  
ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   09-Dec-2022
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   09-Dec-2022
  ଜିଲ୍ଲା  
ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   09-Dec-2022
  ରାଜ୍ୟ  
ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ   09-Dec-2022
  ଜିଲ୍ଲା  
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ   09-Dec-2022
  ଜିଲ୍ଲା  
ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   09-Dec-2022
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   08-Dec-2022
  ଜିଲ୍ଲା  
ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   08-Dec-2022
  ଜିଲ୍ଲା  
ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।   08-Dec-2022
  ଜିଲ୍ଲା  
ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   08-Dec-2022

You Might Also Like