-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
27-Feb-2022
ଗଞ୍ଜାମ/ ପୂର୍ବଶତ୍ରୁତା କୁ କେନ୍ଦ୍ରକରି ପୁଅ ଓ ମା ଉପରକୁ ମରଣାନ୍ତକ ଆକ୍ରମଣ l ପୁଅ ଗୁରୁତର l ମା ଆହାତ l ଗଞ୍ଜାମ ଜିଲ୍ଲା ଆସିକା ଥାନା ସିଦ୍ଧନଇ ଗ୍ରାମ ପଞ୍ଚାୟତ ର ମହାରାଜପୁର ଗ୍ରାମର ସୁନ୍ଦରୀ ବେହେରା ଏବଂ ତାଙ୍କ ପୁଅ 45 ବର୍ଷୀୟ ବଳରାମ ବେହେରା ଙ୍କୁ ଆଜି ସନ୍ଧ୍ୟା ସମୟରେ କିଛି ବ୍ୟକ୍ତି ଘରେ ପଶି ଠେଙ୍ଗା ଓ କତି ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ପୋଲିସ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ରାଜନୀତି କୁ କେନ୍ଦ୍ରକରି ହିଂସା ହୋଇଥିବା ଆକଳନ କରାଯାଉଛି l
BYTE : ସୁନ୍ଦରୀ ବେହେରା ( ଆହତ ମହିଳା )