-+91-9937148622 |

prerana_bgr@rediffmail.com |

  Tuesday 7th February 2023 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   (07-Feb-2023)       ||      ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   (07-Feb-2023)       ||      ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   (06-Feb-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (06-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    (06-Feb-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   (07-Feb-2023)       ||      ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   (06-Feb-2023)       ||      ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   (06-Feb-2023)       ||      ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    (06-Feb-2023)       ||      5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା    (06-Feb-2023)       ||      ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ    (05-Feb-2023)       ||      ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   (05-Feb-2023)       ||      ଆଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ    (05-Feb-2023)       ||        ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ,  ଗଣମାଧ୍ୟମ ହିଁ ଲୋକଙ୍କ ବିଶ୍ୱାସ ଭାଜନ- ଅତିଥି ବୃନ୍ଦ   (05-Feb-2023)       ||      ଚଳିତ ବର୍ଷ ବୌଦ୍ଧ ଜ଼ିଲ୍ଲା ର ୭୬ ହାଇସ୍କୁଲରେ ପରୀକ୍ଷା ଦେବେ ୬୫୯୪ଜଣ ଛାତ୍ରଛାତ୍ରୀ      (05-Feb-2023)       ||      ବୋର୍ଡର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚଞ୍ଚରା ଭାଡି ଚମ୍ପିୟାନ ।   (05-Feb-2023)       ||      ସନ୍ଥ ଶିରୋମଣି ଗୁରୁ ରବି ଦାସ ଜୟନ୍ତୀ ପାଳିତ   (05-Feb-2023)       ||      ତୃତୀୟ  ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା- କୃଷି ସଂବନ୍ଧୀୟ ଆଲୋଚନାଚକ୍ର    (05-Feb-2023)       ||      ଇମ୍ପରିୟଲ କଲେଜରେ ଏନସିିସିର ଶାଖା ଉଦଘାଟିତ   (05-Feb-2023)       ||      ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ   (05-Feb-2023)       ||     

HOME   ଜିଲ୍ଲା

ଆଜିଠୁ କମିବ ଶୀତ, ୪ରେ ହେଇପାରେ କୁଆପଥର ବର୍ଷା!*

01-Feb-2022



ଭୁବନେଶ୍ୱର(ସୁଭାସିସ ନାୟକ): ଆଜିଠୁ କମିବ ଶୀତ କମିବ, ୪ରେ ହେଇପାରେ କୁଆପଥର ବର୍ଷା! ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେଣୁ ଆଜିଠାରୁ ଶୀତ କମିବ। କିନ୍ତୁ କୁଆପଥର ବର୍ଷା ହୋଇପାରେ! ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ ଡକ୍ଟର ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ଆଜିଠାରୁ ଫେବ୍ରୁଆରୀ ଦୁଇ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୩ ତାରିଖ ସନ୍ଧ୍ୟା ଓ ରାତିରେ ଉତ୍ତର ଓଡ଼ିଶାରେ କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ଏହାଛଡ଼ା ଉତ୍ତର ଓଡ଼ିଶାରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। କୁଆପଥର ବର୍ଷା ନେଇ ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ବୋଲି ବିଶ୍ୱାସ କହିଛନ୍ତି।
ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରୀ ୪ ତାରିଖରେ ସୁନ୍ଦରଗଡ଼, ଦେବଗଡ, ଅନୁଗୋଳ,  ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫେବ୍ରୁଆରୀ ୪ ତାରିଖରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି। ଏହାଛଡ଼ା ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା କରାଯାଉଛି। ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ କିଛି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ମୁଖ୍ୟତଃ ଉତ୍ତର ଓଡ଼ିଶାରେ ବେଶୀ ବର୍ଷା ହୋଇପାରେ। ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ଢ଼େଙ୍କାନାଳ, କଟକ, ଯାଜପୁର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ  ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।
ଫେବ୍ରୁଆରୀ ୧ ଓ ୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ହୋଇପାରେ। ସେହିପରି ୩ ତାରିଖ ସକାଳେ ଉପକୂଳ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   07-Feb-2023
  ଜିଲ୍ଲା  
ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   07-Feb-2023
  ଜିଲ୍ଲା  
ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    06-Feb-2023
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   07-Feb-2023
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   06-Feb-2023
  ଜିଲ୍ଲା  
ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   06-Feb-2023
  ଜିଲ୍ଲା  
ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    06-Feb-2023
  ଜିଲ୍ଲା  
5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା   06-Feb-2023
  ଜିଲ୍ଲା  
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ   05-Feb-2023
  ଜିଲ୍ଲା  
ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   05-Feb-2023

You Might Also Like