-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
30-Jan-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁ୍ଣ୍ଡା ପଂଚାୟତ ସମିତି ହାଇସ୍କୁଲରେ ଓଏସଏସସି ପରୀକ୍ଷା କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହୋଇଛି । ଏହି ପରିକ୍ଷାରେ ୨୨୦ ଜଣ ପରିକ୍ଷାର୍ଥୀ ଯୋଗଦେଇଥିବା ବେଳେ ୫୬ ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି । ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ନଲିନୀ କୁମ୍ଭାର ସୁପରିଟେଣ୍ଡେଂଟ ଭାବରେ ରହିଥିବା ବେଳେ ବିନିକା ବିଡିଓ ବ୍ୟାସଦେବ ବେହେରା ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ । ଏହି ଅବଶରରେ ସୁବର୍ଣ୍ଣପୁର ପ୍ରକଲ୍ପ ନିର୍ଦେଶକ ଡିଲାମଣୀ ପଟେଲ ପହଂଚି ପରିକ୍ଷା ହଲ ବୁଲି ଦେଖିବା ସହ ସ୍ଥିତି ପରକ୍ଷୀଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଲନାରେ ସହଯୋଗ କରିଥିଲେ ।