-+91-9937148622 |
prerana_bgr@rediffmail.com |
Friday 26th April 2024 |
R.N.I. Regd No. ODIODI/2010/46693
Breaking News
30-Jan-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳିତ ହୋଇଯାଇଛି । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମାôଝଗୌରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡ.ଆସୁତୋଷ ମିଶ୍ର ଯୋଗଦେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ଉପରେ ବୁଝାଇବା ସହ ଏହି ରୋଗକୁ ଭୟ ନକରି ସଚେତନ ହେବା ନିହାତୀ ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଏହି ଅବଶରରେ ବିଏନଏଲଡବ୍ଲୁ ରାଜେଶ ମେଣ୍ଡିଳୀ ସପଥପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିଏମ ସୁଧାଂଶୁ ଶେଖର ସେଠୀଙ୍କ ସମେତ ସମସ୍ତ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଦାକ୍ତରଖାନାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।