-+91-9937148622 |

prerana_bgr@rediffmail.com |

  Tuesday 6th December 2022 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   (06-Dec-2022)       ||      ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   (06-Dec-2022)       ||      ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ    (06-Dec-2022)       ||      ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ    (06-Dec-2022)       ||      ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ    (06-Dec-2022)       ||      ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ    (06-Dec-2022)       ||      ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   (06-Dec-2022)       ||      ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   (05-Dec-2022)       ||      ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   (05-Dec-2022)       ||      ଗୀତାଜୟନ୍ତୀ ପାଳିତ   (05-Dec-2022)       ||      ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   (05-Dec-2022)       ||      ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    (05-Dec-2022)       ||      ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର   (05-Dec-2022)       ||      ବିଶ୍ଵ ମୃତ୍ତିକା ଦିବସ.... ମାଟି ସୁରକ୍ଷା ପାଇଁ ଶପଥ ନେଲେ ଚାଷୀ   (05-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ୨/୦ ଗୋଲରେ ସିଆଳି (ସୋନପୁର ) ବିଜୟୀ   (05-Dec-2022)       ||      ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*- *ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଘଟଣା ରେ ରାଜସ୍ଥାନ ରୁ ଗିରଫ ହେଲେ ସାଇବର ଅପରାଧୀ*- *ଯୁବ ପିଢୀ ସଚେତନ ଓ ସୁରକ୍ଷିତ ରହିବାକୁ ଏସପି ଙ୍କ ନିବେଦନ   (05-Dec-2022)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ଦେଲେ ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ   (05-Dec-2022)       ||      ଡାବୁଗାଁ ବ୍ଲକରେ ସରକାରୀସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ   (05-Dec-2022)       ||      ଡି. ଆର୍, ମେହେର ହାଇସ୍କୁଲ ଠାରେ ବ୍ଳକସ୍ତରୀୟ ବିଜ୍ଞାନମେଳା   (05-Dec-2022)       ||      ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି   (05-Dec-2022)       ||     

HOME   ଜିଲ୍ଲା

ଢେଙ୍କାନାଳ : ଗଁଦିଆ ବ୍ଳକ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଢେଙ୍କାନାଳ ବିଧାୟକ

05-Jan-2022



ଢେଙ୍କାନାଳ ଜ଼ୀଲ୍ଲା ,ଗଁଦିଆ ବ୍ଲକ ,ରତନପୁର ଗ୍ରାମ ପଂଚାୟତ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ  ଜନହିତକାରି ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ଚଣ୍ଡିଆ ର ନୂତନ ଶ୍ରୀଣି ଗୃହ, କୃଷି ସମବାୟ ଗୃହ ,(ରତନପୁର) ଭଗବତୀ କମୁନିଟି ସେଣ୍ଟର ,ମାଣୁଆ କଂକ୍ରିଟ ରାସ୍ତା ଗୁଡିକୁ ଲୋକାର୍ପିତ କରିଥିଲେ l କୃଷି ସମବାୟ ଗୃହ ଠାରେ କୃଷକ ମାନଙ୍କର ସମସ୍ୟା ଓ ସମାଧାନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ମାନ୍ୟବର ବିଧାୟକ ଧାନ ମଣ୍ଡି  ବ୍ୟବସ୍ତା ଉପରେ ଆଲୋକପାତ କରି କହିଥିଲେ କି ଢେଙ୍କାନଲ ଜ଼ୀଲ୍ଳାରେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଧାନ କିଣାଯିବାର ବ୍ୟବସ୍ତା କରିଯାଇଛି ଓ ରତନପୁର ,ବେଗା ଓ ଲେଥକା ପଂଚାୟତର ଧାନ ମଣ୍ଡି ବ୍ୟବସ୍ତା ଶକ୍ତି ଜୟମା ସନ୍ତୋସି ସ୍ୱୟଂ ସହାୟକ ଗୋଷ୍ଟିକୁ ପ୍ରଦାନ କରାଯାଇଛି l ମହିଳା ମାନେ ଏବେ ସ୍ୱୟଂସମ୍ପୂର୍ଣ୍ଣା ତେଣୁ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳିତ ହେବ ବୋଲି ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ l ଏହି ସଭାରେ ଢେଙ୍କାନଲ କୃଷକ ମୋର୍ଚା ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ସାହୁ ,ଜ଼ୀଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ରୁବି ବିଶ୍ୱାଳ , ବ୍ଲକ ବରିଷ୍ଠ ବିଜୁ ଜନତା ଦଳର ସଂଗଠକ ନିରାକାର ସାମଲ

,ପ୍ରଦୀପ କୁମାର ସାହୁ(ବିଜୁ ଯୁବ ଜନତା ଦଳର ସଭାପତି) ଗଁଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା ଓ କୃଷି ସମବାୟ ରତନପୁର ର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ସୁଧାଂଶୁ ସ୍ୱାଇଁ ,  ଢେଙ୍କାନାଳ ଜ଼ୀଲ୍ଲା ର ଯୁବ ସମାଜ ସେବୀ ସାମ୍ବାଦିକ ଇଂବିଶ୍ୱଜିତ ସାମଲ,ଛାତ୍ର ଉପସଭାପତି ସୁଭଜିତ ଜେନା,ଶ୍ରୀଯୁକ୍ତ ସତ୍ୟସୁନ୍ଦର ସ୍ୱାଇଁ(ସଭାପତି ରତନପୁର),ପ୍ରତାପଚନ୍ଦ୍ର ଜେନା ,ପ୍ରହଲ୍ଲାଦ ଦାସ,ରତନପୁର ପୂର୍ବତନ ସରପଂଚ  ଶ୍ରୀମତୀ ରୂପଶ୍ରୀ  ସ୍ୱାଇଁ,ଲେଥକା ସରପଞ୍ଚ ବାବାଜୀ ସ୍ୱାଇଁ ,ଖଗେଶ୍ୱର ମହାନ୍ତି ଓ ଶତାଧିକ ଚାଷୀ , କର୍ମୀ ଓ ମହିଳା ଯୋଗଦାନ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   06-Dec-2022
  ଜିଲ୍ଲା  
ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   06-Dec-2022
  ଜିଲ୍ଲା  
ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ   06-Dec-2022
  ଜିଲ୍ଲା  
ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ   06-Dec-2022
  ଜିଲ୍ଲା  
ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ   06-Dec-2022
  ଜିଲ୍ଲା  
ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ   06-Dec-2022
  ଜିଲ୍ଲା  
ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   06-Dec-2022
  ଜିଲ୍ଲା  
ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   05-Dec-2022
  ଜିଲ୍ଲା  
ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   05-Dec-2022
  ଜିଲ୍ଲା  
ଗୀତାଜୟନ୍ତୀ ପାଳିତ   05-Dec-2022
  ଜିଲ୍ଲା  
ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   05-Dec-2022
  ଜିଲ୍ଲା  
ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    05-Dec-2022

You Might Also Like