-+91-9937148622 |

prerana_bgr@rediffmail.com |

  Tuesday 19th March 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ    (19-Mar-2024)       ||      ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   (19-Mar-2024)       ||      କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    (18-Mar-2024)       ||      ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   (18-Mar-2024)       ||      ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ    (18-Mar-2024)       ||      ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   (18-Mar-2024)       ||      ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   (18-Mar-2024)       ||      ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   (18-Mar-2024)       ||      ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   (18-Mar-2024)       ||      ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ନିଃଶୁଳ୍କ ଶିକ୍ଷାଦାନ   (18-Mar-2024)       ||      ପାଣି ଓ ବିଦ୍ୟୁତ୍ ପାଇଁ ଡହଲ ବିକଲ୍ ଚିତାରମା ର୍ ଲୋକ   (18-Mar-2024)       ||      ନବରଙ୍ଗପୁର ଜିଲ୍ଲା OJU ସାମ୍ବାଦିକ ସଂଘର ବନ୍ଧୁମିଳନ   (18-Mar-2024)       ||      କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ସମତେ ଅନ୍ୟ ସବୁ ସ୍ଥାନରୁ ପ୍ରଚାର ପତ୍ର ହଟାଇବା କାମ ଆରମ୍ଭ    (18-Mar-2024)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ  : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର    (18-Mar-2024)       ||      ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ ବ୍ଲକ ସ୍ତରିୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      ଷଷ୍ଠ ରାଜ୍ୟସ୍ତରୀୟ ବଉଳ ନାଟକ ଓ ଲୋକ ମହୋତ୍ସବ ଉତଘାଟିତ   (18-Mar-2024)       ||     

HOME   ଜିଲ୍ଲା

କଟରପା ଗ୍ରାମପଞ୍ଚାୟତରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ଓ ସଙ୍କଳ୍ପ ସମାବେଶ

27-Dec-2021



ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ କଟରପା ଗ୍ରାମପଞ୍ଚାୟତରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ଓ ସଙ୍କଳ୍ପ ସମାବେଶ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭ ଉଦ୍ଘାଟନ ରେ ମାନ୍ୟବର ବିଧାୟକ ପ୍ରସାନ୍ତ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଉଦଘାଟନ କରିଥିଲେ। ଏହାପରେ ବିଜେଡି ର ସଙ୍କଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାପରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମନୋନୟନ ହୋଇଥିବା ପ୍ରାର୍ଥୀ ଙ୍କ ନାମକୁ ବିଧାୟକ ପ୍ରସାନ୍ତ କୁମାର ବେହେରା ଘୋଷଣା କରିଥିଲେ।ଏହି କାର୍ଯ୍ୟକ୍ରମରେ ସାଲେପୁର ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା,କଟରପା ଗ୍ରାମପଞ୍ଚାୟତର ସରପଞ୍ଚ ତିଳୋତ୍ତମା ପତି, ସମାଜ ସେବୀ ନାରାୟଣ ପତି, ସମିତି ସଭ୍ୟା ବିଷ୍ଣୁପ୍ରିୟା ବେହେରା,ନାଏବ ସରପଞ୍ଚ ବିଳାସ କୁମାର ମହାନ୍ତି,ପ୍ରଦୀପ୍ତ ଦାଶ, ଦୁର୍ଲ୍ଲଭ ନାୟକ,ତାପସ ବେହେରା, ଜଗନ୍ନାଥ ସ୍ବାଇଁ, ଦୁର୍ଗାଚରଣ

ରାଉତରାୟ, ହେମନ୍ତ ଭୁଷଣ ପରିଡ଼ା, ରବିନ୍ଦ୍ରନାଥ ସେଠୀ, ପରମାନନ୍ଦ ବେହେରା, ଅଜୟ ନାୟକ, ରଞ୍ଜନ କୁମାର ରାଉଳ, କୃଷ୍ଣ ଚନ୍ଦ୍ର ରଣା,ଗୟାଧର ମଲ୍ଲିକ, ବିଷ୍ଣୁ ଚରଣ ସାମଲ, ବିକାଶ ଦାଶ, ପ୍ରକାଶ ଓଝା, ଦେବେନ୍ଦ୍ର ବିଶ୍ଵାଳ, ହୃଷିକେଶ ମିଶ୍ର,ପ୍ରଶନ୍ନ କାଣ୍ଡି, ପୂର୍ଣ୍ଣଚନ୍ଦ୍ର ସାମଲ, ଚୈତନ୍ୟ ବେହେରା, ଅଚ୍ୟୁତାନନ୍ଦ ଶତପଥୀ, ରଞ୍ଜନ କାଣ୍ଡି, ପ୍ରିୟବ୍ରତ ମିଶ୍ର, ତ୍ରିଲୋଚନ ମିଶ୍ର, ସୁନିଲ୍ କାଣ୍ଡି ,ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ । ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ   19-Mar-2024
  ଜିଲ୍ଲା  
ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   19-Mar-2024
  ଜିଲ୍ଲା  
କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    18-Mar-2024
  ଜିଲ୍ଲା  
ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   18-Mar-2024
  ଜିଲ୍ଲା  
ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ   18-Mar-2024
  ଜିଲ୍ଲା  
ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   18-Mar-2024
  ଜିଲ୍ଲା  
ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   18-Mar-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   18-Mar-2024
  ଜିଲ୍ଲା  
ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   18-Mar-2024
  ଜିଲ୍ଲା  
ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024

You Might Also Like