-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
27-Nov-2021
ବଲାଙ୍ଗୀର, (ପ୍ରେରଣା ଖବର) ଗତକାଲି ୭୨ତମ ସମ୍ବିଧାନ ଦିବସ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ବିଏସପି ସଭାପତି ଧୀମାନ ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଥିବା ବାବାସାହେବ ଡ଼ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ଫୁଲମାଲ ଅର୍ପଣ କରାଯାଇଥିଲା l ସମ୍ବିଧାନ ପ୍ରାଣେତା ବାବାସାହେବଙ୍କ ଜୀବନୀ, ସମାଜ ଲାଗି ସଂଘର୍ଷ ଓ ସମ୍ବିଧାନ ତିଆରି ହେବାର ସମୟ ବିଷୟରେ ଆଲୋଚନା ହୋଇଥିଲା l ଉପସ୍ଥିତ ଥିଲେ ବିଜୟ ଚଦ୍ର ବାରିକ, ନଳିନ ଦୀପ, ଦେବରାଜ ମହାନନ୍ଦ, ସୁନିଲ ମୁଗ୍ରୀ, ରଘୁନାଥ ମୁଗ୍ରୀ, ହେମସୁନ୍ଦର ନାଗ, ତ୍ରିଲୋଚନ ନନ୍ଦ, ନରେନ୍ଦ୍ର ବେହେରା ଉପସ୍ଥିତ ଥିଲେ l