-+91-9937148622 |

prerana_bgr@rediffmail.com |

  Tuesday 5th July 2022 |

| | | |

R.N.I. Regd No. ODIODI/2010/46693

Breaking News

ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   (05-Jul-2022)       ||      ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ    (05-Jul-2022)       ||      ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   (05-Jul-2022)       ||      ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   (05-Jul-2022)       ||      ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   (05-Jul-2022)       ||      ବନମହୋତ୍ସବ ପାଳିତ   (05-Jul-2022)       ||      ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   (05-Jul-2022)       ||      ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   (05-Jul-2022)       ||      ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   (05-Jul-2022)       ||      ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   (04-Jul-2022)       ||      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା   (04-Jul-2022)       ||      ସଙ୍କୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ    (04-Jul-2022)       ||      ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ କୋକସରା ବ୍ଲକ୍ ସାମ୍ବାଦିକ ସଙ୍ଘ ପକ୍ଷରୁଏକ ଦାବିପତ୍ର ପ୍ରଦାନ   (04-Jul-2022)       ||      କୁରୁଲ ରାମଜୀ ହାଇସ୍କୁଲର ପୁରାତନ ବିଦ୍ୟାର୍ଥୀ ମାନଙ୍କ ମୋ’ ସ୍କୁଲ ଯୋଜନା ର ବୈଠକ   (04-Jul-2022)       ||      ରଥଯାତ୍ରା ଅବସରରେ ଅଂକୁର ସାହିତ୍ୟ ସଂସଦ ତରଫରୁ ଭକ୍ତି କବିତା ଆସର    (04-Jul-2022)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା    (04-Jul-2022)       ||      ଯୋଗୀଶର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତି ର ନବ ନିର୍ବାଚିତ ସଭ୍ୟ ମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା    (04-Jul-2022)       ||      ସ୍ଵଚ୍ଛ ଭାରତ ସଂଗଠନ ଓ ମାହେଶ୍ୱରୀ ସଂଗଠନ ର ମିଳିତ ସହଯୋଗରେ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ    (04-Jul-2022)       ||     

HOME   ଖେଳ

ସୁବର୍ଣ୍ଣପୁର ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ପ୍ରସ୍ତୁତି ପାଈଁ ସାମ୍ବାଦିକ ସମ୍ମିଳନୀ

27-Nov-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଗତକାଲି ସୁବର୍ଣ୍ଣପୁର ଇଣ୍ଡୋର ଷ୍ଟାଡିଅମ ଠାରେ ଜ଼ିଲ୍ଲା ବ୍ୟାଡ଼ମିଣ୍ଟନ ଏସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟ ପାଈଁ ଏକ ପ୍ରସ୍ତୁତି ବୈଠକ ସହିତ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଆସନ୍ତା ୨ ତାରିଖ ରୁ ୪ ତାରିଖ ଯାଏ ଏହି ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ ବେଡ଼ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ରାଜ୍ୟ ଓ ଜ଼ିଲ୍ଲା ବେଡ଼ ମିଣ୍ଟନ ସଂଘର ମିଳିତ ଆୟୋଜନରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ରେ ୫ ଟି ବିଭାଗ ରେ ଖେଳ ହେବ l ସମୁଦାୟ ୧୦୦ ଜଣ ଖେଳାଳି ଏଠାରେ ଅଂଶ ଗ୍ରହଣ କରିବେ ବୋଲି ସଂଘ ସମ୍ପାଦକ ପ୍ରଦୀପ ମହାନ୍ତି ସୂଚନା ଦେଇଥିବା ବେଳେ ଏହି ପ୍ରେସମିଟ ରେ ସଂଘ ଉପଦେଷ୍ଟା ସୁବର୍ଣ୍ଣପୁର ଏଡିଏମ ଶ୍ରୀ

ସୂର୍ଯ୍ୟ ନାରାୟଣ ଦାଶ, ସିଏ ସତେନ୍ଦ୍ରପାଢ଼ୀ, ସଂଘ ସଭାପତି ଚକ୍ରାୟୁଧ ନାଏକ, କାର୍ଯ୍ୟକାରୀ ସଭାପତି ବିଶ୍ୱ ରଞ୍ଜନ ଦଳାଇ, ଉପ ସଭାପତି ଜୟ କୃଷ୍ଣ ସାହା, ସହ ସମ୍ପାଦକ ଭକ୍ତି ରଞ୍ଜନ ଦଳାଇ, କୋଷାଧକ୍ଷ ଅଶ୍ୱିନୀ ମେହେର ଯୋଗ ଦେଇଥିଲେ l କାର୍ଯ୍ୟକାରିଣୀ ସଦସ୍ୟ ଲଷ୍ମୀ ନାରାୟଣ ବେହେରା, ବିଦ୍ୟାଧର ମିଶ୍ର, ଜୟନାରାୟଣ ମେଣ୍ଡଳୀ, ମନୋରଞ୍ଜନ ମିଶ୍ର, ପ୍ରକାଶ ମେହେର ପ୍ରମୁଖ ଯୋଗ ଦେଇ ଆୟୋଜନ ଉପରେ ସୁଚିନ୍ତିତ ମତାମତ ରଖିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   05-Jul-2022
  ଜିଲ୍ଲା  
ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ   05-Jul-2022
  ଜିଲ୍ଲା  
ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   05-Jul-2022
  ରାଜ୍ୟ  
ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   05-Jul-2022
  ଜିଲ୍ଲା  
ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   05-Jul-2022
  ଜିଲ୍ଲା  
ବନମହୋତ୍ସବ ପାଳିତ   05-Jul-2022
  ଜିଲ୍ଲା  
ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   05-Jul-2022
  ଜିଲ୍ଲା  
ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   05-Jul-2022
  ଜିଲ୍ଲା  
ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   05-Jul-2022
  ଜିଲ୍ଲା  
ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   04-Jul-2022

You Might Also Like